Jane Taruna Kabinku Chithi O Kabita

Ești offline
Jane Taruna Kabinku Chithi O Kabita

Jane Taruna Kabinku Chithi O Kabita

Rainer Maria Rilke

162

Pagini

2025

An

Paperback

Copertă

Adaugă în bibliotecă
Editura Black Eagle Books
Copertă Paperback
Pagini 162
An publicare 2025
ISBN 9781645606550

Descriere

Pattanayak, Manoranjan: - "ମନୋରଂଜନ ପଟ୍ଟନାୟକ ୫୩ ବର୍ଷ ହେଲା ମୁଂବଇରେ ରହୁଛନ୍ତି। ତାଙ୍କର ୧୩ଟି ଅନୂଦିତ କବିତା ପୁସ୍ତକ ପ୍ରକାଶ ପାଇଛି। ସେଗୁଡ଼ିକ ହେଲା - 'ଓମାର କାବ୍ୟ', 'ମେଘଦୂତ', 'ଗୀତାଞ୍ଜଳୀ', (ନୋବେଲ ପୁରସ୍କାର ପ୍ରାପ୍ତ), 'ମଧୁଶାଳା', 'ଋତୁସଂହାର', 'ଓମାର ଖୈୟାମ ରୁବାଇୟାତ', 'ପାବ୍ଲୋ ନେରୁଦା- ଶହେଟି ପ୍ରେମର ସନେଟ ଓ ୨୦ଟି କବିତା ପ୍ର...

Pattanayak, Manoranjan: - "ମନୋରଂଜନ ପଟ୍ଟନାୟକ ୫୩ ବର୍ଷ ହେଲା ମୁଂବଇରେ ରହୁଛନ୍ତି। ତାଙ୍କର ୧୩ଟି ଅନୂଦିତ କବିତା ପୁସ୍ତକ ପ୍ରକାଶ ପାଇଛି। ସେଗୁଡ଼ିକ ହେଲା - 'ଓମାର କାବ୍ୟ', 'ମେଘଦୂତ', 'ଗୀତାଞ୍ଜଳୀ', (ନୋବେଲ ପୁରସ୍କାର ପ୍ରାପ୍ତ), 'ମଧୁଶାଳା', 'ଋତୁସଂହାର', 'ଓମାର ଖୈୟାମ ରୁବାଇୟାତ', 'ପାବ୍ଲୋ ନେରୁଦା- ଶହେଟି ପ୍ରେମର ସନେଟ ଓ ୨୦ଟି କବିତା ପ୍ରେମର ଏବଂ ଗୋଟିଏ ଗୀତ ହତାଶାର', 'ଶ୍ରୀମଦ୍ ଭଗବଦ୍ ଗୀତା', 'ହଂସଦୂତ', 'ଦ୍ରଷ୍ଟା', 'ମୃତ୍ୟୁବୋଧ ଜୀବନବୋଧ', 'ଅକାଳରେ ସାରସ'। 'ୟୁନାଇଟେଡ୍ କିଂଗଡମ୍]ର କବିମାନଙ୍କ କବିତା' 'ପାବ୍ଲୋ ନେରୁଦା-ଅଧିନାୟକଙ୍କ ପଦାବଳୀ ଓ ପ୍ରଶ୍ନପୋଥି' ଶ୍ରୀ ପଟ୍ଟନାୟଙ୍କର ଚତୁର୍ଦ୍ଦଶ ଅନୂଦିତ ପୁସ୍ତକ। ପାଠକ-ପାଠିକାମାନେ ଏହାକୁ ପସନ୍ଦ କରିବେ ବୋଲି ଆଶା। ମୋ-୯୯୮୭୦୨୨୯୩୦"

Conectează-te pentru a lăsa o recenzie

🔥 🔥 🔥 🔥 🔥

Nicio recenzie încă

Fii primul care lasă o impresie.

Literaz

Literaz e mai bun în aplicație

Scanează cărți cu camera, compară prețuri
și organizează-ți raftul digital.

Deschide în aplicație